Home national news oriya ୭ମ ପୋଷଣ ମାହ, ଭଦ୍ରକ ରାଜ୍ୟରେ ତୃତୀୟ

୭ମ ପୋଷଣ ମାହ, ଭଦ୍ରକ ରାଜ୍ୟରେ ତୃତୀୟ

6
0

Source :- ODIA PUA

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ ୭ମ ରାଷ୍ଟ୍ରୀୟ ପୋଷଣ ମାହ ୨୦୨୪ ପାଈଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନରେ ଭଦ୍ରକ ଜିଲ୍ଲା ରାଜ୍ୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉନ୍ନୟନ କମିଶନର ଅନୁ ଗର୍ଗ ଓ ମହିଳା ଶିଶୁ ବିକାଶ ର ସଚିବ ଏଂ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ରାଜ୍ୟ ସ୍ତରୀୟ ପୋଷଣ ପକ୍ଷ ପାଳନ ସମାରୋହ ଉତ୍ସବ ରେ ଜିଲ୍ଲାପାଳ ଙ୍କ ପ୍ରତିନିଧି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିନୀ, ଭଦ୍ରକ ପୁଷ୍ପଲତା ପାତ୍ର ଙ୍କୁ ପୁରସ୍କୃତ କରିଥିଲେ ।

SOURCE: ODIA PUA